ଘରର ଏହି ଦିଗରେ ରଖନ୍ତୁ ଜଳପୂର୍ଣ ମାଟିପାତ୍ର,ଖୋଲିବ ଘରର ଭାଗ୍ୟ ଓ ପାଇବେ ଶୁଭଫଳ
ଗ୍ରୀଷ୍ମ ଋତୁରେ ଅଧିକାଂଶ ପରିବାରରେ ମାଟିରେ ତିଆରି ମାଠିଆ ପାଣି ପିଇବା ପାଇଁ ବ୍ୟବହାର କରାଯାଇ ଥାଏ l ସେହିଭଳି ବିଭିନ୍ନ ପୂଜା ପର୍ବରେ ମାଟି କଳସି ମଧ୍ୟ ଆମେମାନେ ବ୍ୟବହାର କରିଥାଉ l ସେହିଭଳି ଯଦି କୌଣସି ସୁବାକାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ତେବେ ଘରର ମୁଖ୍ୟଦ୍ଵାର ରେ ମାଟି କଳସି…