ରାଜନୀତିରୁ ଉର୍ଦ୍ଧରେ ମନୋଜ, ଶିକ୍ଷାବିତରେ ଆତ୍ମସନ୍ତୋଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଯାକ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଫଳରେ କିଛି ଦିନ ଧରି ଚାଲୁଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।
ରାଜ୍ୟସଭା ନିର୍ବାଚନ ବେଗୁଲ ବାଜିଲା ପରେ…