ଭାରତକୁ ବିଶ୍ୱରେ ପ୍ରତିଷ୍ଠିତ କରିବାରେ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ
ଭୁବନେଶ୍ୱର : ଭାରତ ରତ୍ନ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ତାଙ୍କ ସ୍ମୃତିଚାରଣ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଅବସରରେ ଗୁରୁବାର ସୋଆରେ ଆୟୋଜିତ ଏକ ସ୍ମୃତି ସଭାରେ ବକ୍ତାମାନେ ଡକ୍ଟର ଆମ୍ବେଦରଙ୍କ…