ସ୍ତ୍ରୀ, ଶାଳୀଙ୍କୁ ହତ୍ୟା କରି ଘରେ ୩ଦିନ ଲୁଚାଇ ରଖିଥିଲା ଶବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହକୁ ନେଇ ରାଜଧାନୀରେ ଡବଲ ମର୍ଡର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଶାଳୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଉଭୟଙ୍କ ଶବକୁ ଅଭିଯୁକ୍ତ…