ଡବଲ ମର୍ଡର ମାମଲା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜାମିନ
ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜାମିନ । ମା ଝିଅ ଡବଲ ମର୍ଡର ମାମଲାରେ ଜାମିନ ଦେଲେ ହାଇକୋର୍ଟ । ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ଗତ ଏପ୍ରିଲରେ ଆଜୀବନ ଜେଲ ଦେଇଥିଲେ ରାଇଗଡ ସେସନ କୋର୍ଟ । ୨୦୧୬ ମସିହା ମେ ରେ ମା ଏବଂ ଝିଅଙ୍କୁ ହତ୍ୟା…