ଗାଧୋଇ ସରିବା ପରେ ଭୁଲରେ କରନ୍ତୁ ନାହିଁ ଏହି କାମ
ଗାଧୋଇ ସରିବା ପରେ କରନ୍ତୁ ନାହିଁ ଏହି ସବୁ କାମ। ସବୁ ଦିନ ଆମେ ମାନେ ଗାଧୋଇ ସରିବା ପରେ ଖାଦ୍ୟ ଖାଇ ତର ତର ହୋଇ ପୋଷାକ ପିନ୍ଧି କାମରେ ବାହାରି ଯାଇଥାଉ। ପୁରୁଷ ହୁଅନ୍ତୁ କି ମହିଳା କେବେ ବି ଗାଧୋଇ ସାରିବା ପରେ ଏହି ସବୁ କାମ କରିବା ଅନୁଚିତ ନଚେତ ଏହି ଛୋଟ ଛୋଟ ଭୁଲ ଯୋଗୁ ଆମ ଜୀବନରେ…