ସାନ୍ଧ୍ୟ ସମୟରେ ଭୁଲରେ କରନ୍ତୁ ନାହିଁ ଏହିସବୁ ଜିନିଷକୁ ଦାନ ନଚେତ,ପରିବାର ରେ ଆସିପାରେ ଘୋର ବିପଦ
ଜ୍ୟୋତିଷ ଶାସ୍ତ୍ରରେ ଦାନ ଧର୍ମର ଅନେକ ମହତ୍ୱ ରହିଛି l ଶାସ୍ତ୍ରରେ ଦାନ କୁ ଖୁବ ମହତ୍ୱ ଦିଆଯାଇ ଥାଏ l କୁହାଯାଏ ଯେ ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l କିନ୍ତୁ ସନ୍ଧ୍ୟା ସମୟରେ ଦାନ ନୁହେଁ l ଏହା ଖୁବ ଅଶୁଭ ହୋଇଥାଏ, ଏହାଦ୍ୱାରା ଜୀବନରେ ଅଶାନ୍ତି ଉପୁଜି ଥାଏ l ଆସନ୍ତୁ ଜାଣିବା…