Browsing Tag

Doctor cut his neck

ରୋଗୀ ମୃତ୍ୟୁ ଭୟରେ ଡାକ୍ତର କଟିଲେ ତଣ୍ଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିକିତ୍ସା ସମୟରେ ମହିଳା ରୋଗୀର ମୃତ୍ୟୁ ହୋଇଯିବାରୁ ଭୟରେ ନିଜ ତଣ୍ଟି କଟିଲେ ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଘଟିଯାଇଛି । ସୂଚନା ଅନୁଯାୟୀ, ବରଗଡ଼ ବ୍ଲକ୍‌ ବନବାସ ପାଲି ଗାଁର ଲବଙ୍ଗ ସାହୁଙ୍କ ଦାନ୍ତରେ ଯନ୍ତ୍ରଣା ହେବାରୁ ତାଙ୍କ ପୁଅ…