ବାରମ୍ବାର ଆଖି କୁଣ୍ଡାଇ ହେଉଛି କି ? ଜାଣନ୍ତୁ ଏହାର କାରଣ ଓ ପ୍ରତିକାର
ଋତୁ ପରିବର୍ତ୍ତନ ହେଲେ କେବଳ ଆମ ତ୍ବଚାରେ ପରିବର୍ତ୍ତନ ଦେଖାଯାଏ ତାହା ନୁହେଁ ଏହା ଆଖି ଉପରେ ମଧ୍ୟ ପ୍ରଭାବ ପକାଏ । ଆଖିରେ ଡ୍ରାଏନେସ ହେବା, କୁଣ୍ଡାଇ ହେବା ଭଳି ନାନା ସମସ୍ୟା ଦେଖିବାକୁ ମିଳିଥାଏ । ଏପରିକି ପ୍ରଦୂଷଣ ଦ୍ବାରା ଆଖିରେ ଡ୍ରାଏନେସ ଓ ଆଲର୍ଜି ହେବାର ସମସ୍ୟା ଦେଖାଦେଇଥାଏ ।…