ଆପଣ ଖାଇବା ପରେ ଔଷଧ ଖାଉଛନ୍ତି କି ? ତେବେ ଜାଣିରଖନ୍ତୁ କେତେବେଳେ ନେବେ, ଠିକ ସମୟରେ ନନେଲେ କିଭଳି ପଡିବ ପ୍ରଭାବ
ବର୍ତ୍ତମାନ ସମୟରେ ଅନେକ ଲୋକ କୌଣସି ନା କୌଣସି ରୋଗରେ ପଡ଼ି ଔଷଧ ସେବନ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଖାଦ୍ୟ ଖାଇବା ପରେ କିମ୍ବା କେତେ ସମୟ ପୂର୍ବରୁ ଔଷଧ ଖାଇବା ଉଚିତ୍ । ଯଦି ଆପଣ ଔଷଧ ଏବଂ ଖାଦ୍ୟ ଖାଇବା ମଧ୍ୟରେ କୌଣସି ସମୟ ବ୍ୟବଧାନ ରଖୁ ନାହାନ୍ତି, ତେବେ ଏହା ଆପଣଙ୍କ…