ଆପଣ ଚା’ ପିଇବାକୁ ଅଧିକ ପସନ୍ଦ କରନ୍ତି କି ? ଜାଣିଛନ୍ତି କି ଶରୀର ପାଇଁ ଅଧିକ ଚା’ ପିଇବା କ’ଣ…
ଚା' ସାଧାରଣତଃ ଲୋକଙ୍କ ପ୍ରଥମ ପସନ୍ଦ ରହିଥାଏ । ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ ଏକ କପ୍ ଚା' ସହିତ ହୋଇଥାଏ । ଏକାସାଙ୍ଗରେ ଲୋକମାନେ ଦିନସାରା ଥକାପଣ ଓ ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଦିନକୁ ଅନେକ ଥର ଚା ’ପିଅନ୍ତି । ଏହା କରିବା ଦ୍ୱାରା ଏହା ମନ ଓ ମସ୍ତିଷ୍କକୁ ସତେଜ କରିବା…