ଆପଣ ସକାଳେ ଉଠିବା ବେଳେ ଏହି ଭୁଲ କରୁଛନ୍ତି କି ? ଆପଣଙ୍କର ମୋଟା ହେବାରେ ସମ୍ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରେ
ଗୋଟିଏ ସୁସ୍ଥ ଜୀବନ ପାଇଁ ଶୋଇବା ଖୁବ ଆବଶ୍ୟକ l ଏହାଛଡା ଭରପୁର୍ ନିଦ୍ରାରେ ଶୋଇବା ଦ୍ୱାରା ମଣିଷ କୁ ଦିନ ସାରା କାର୍ଯ୍ୟ କରିବା ପାଇଁ ଶକ୍ତି ଲାଭ ହୋଇଥାଏ l ଏହାର ଅର୍ଥ ନୁହେଁ ଯେ ଭଲ ନିଦ୍ରା ପାଇଁ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ଜରୁରୀ l ଏହାର ଅର୍ଥ ଉଚିତ ମାତ୍ରାରେ ନିଦ୍ରା ପାଇଁ…