ଆପଣଙ୍କୁ ସବୁବେଳେ ଅଧିକ କ୍ରୋଧ ଆସୁଛି କି ? ତେବେ ଏଥିରୁ ନିବୃତ ହେଵା ପାଇଁ ଆପଣାନ୍ତୁ ଏହି ଉପାୟ
ଆଜିର ଜୀବନଶୈଳୀ ଓ କାର୍ଯ୍ୟ ର ବୃଦ୍ଧି କାରଣରୁ ମଣିଷ ବ୍ୟବହାର ରେ ଦୃତ ଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହାଦ୍ଵାରା ଆଜିକାଲି ର ଯୁବା ବୟସରେ ବ୍ୟକ୍ତି ମାନଙ୍କ ର ବଢୁଥିବା କ୍ରୋଧ ସେଥି ମଧ୍ୟରୁ ଗୋଟିଏ । କ୍ରୋଧ ଆସିବା ସ୍ୱଭାବିକ ଏହା ମଣିଷ ର ଗୋଟିଏ ପବୃତି ଅଟେ , କିନ୍ତୁ…