ଆପଣଙ୍କର ଶୋଇଲାବେଳେ ଅଧିକ ଝାଳ ବାହାରୁଛି କି ? ତେବେ ହୋଇଯାନ୍ତୁ ଆଗରୁ ସାବଧାନ, ନହେଲେ..
ଝାଳ ବାହାରିବା ଏକ ସାଧାରଣ କଥା । ଖାସ୍ କରି ବ୍ୟାୟାମ୍ କରିବା ସମୟରେ କିମ୍ବା ଖରା ଗରମ ଦିନରେ ଝାଳ ବାହାରିବା ସ୍ୱବାବିକ କଥା । କିନ୍ତୁ ଶୀତଦିନେ ଅଥବା ଏସି ରୁମରେ ଝାଳ ବାହାରିବା ବିପଦର ସଂକେତ ଦେଇଥାଏ । କିଛି ଲୋକଙ୍କୁ ଶୀତଦିନେ ରାତିରେ ଶୋଇବା ସମୟରେ ମଧ୍ୟ ଝାଳ ବାହାରି ଥାଏ ।…