ଭୁଲ୍ରେ ବି ପତ୍ନୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ନହେଲେ ଖରାପରେ କଟିବ ଆପଣଙ୍କ ଜୀବନ
ପତି-ପତ୍ନୀଙ୍କ ସମ୍ବନ୍ଧ ଏତେ ସମ୍ବେଦନଶୀଳ ହୋଇଥାଏ ଯେ, ସାମାନ୍ୟ ମିଛ ଏହି ସଂପର୍କକୁ ନିମିଷକ ମଧ୍ୟରେ ଭାଙ୍ଗି ଦେଇପାରେ । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ବିବାହିତ ଜୀବନରେ ସୁଖୀ ରହିବା ଲାଗି କିଛି କଥା ଲୁଚାଇ ରଖିବା ଉଚିତ । ଏହା ସତ ଯେ, ପତି-ପତ୍ନୀ ପରସ୍ପରର ପରିପୂରକ ହୋଇଥାନ୍ତି ।…