ଗର୍ଭାବସ୍ଥା ସମୟରେ ଏଭଳି ସଂକେତ ଦେଖାଗଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା
ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ସ୍ୱତନ୍ତ୍ର ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ବିଶେଷ କରି ଗର୍ଭଧାରଣର ପ୍ରଥମ ମାସ ଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସମୟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ନିଜର ପିଲାର ବିକାଶ ପାଇଁ ମହିଳାମାନେ ଖାଦ୍ୟ ପାନୀୟ ଓ ଔଷଧ…