ବିନା କାରଣରେ ବୁଲିଲେ ହେବ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୫ ଜିଲ୍ଲା ଓ ୮ ସହରକୁ ‘ଲକ୍ଡାଉନ’ ବା ‘ତାଲାବନ୍ଦ’ ଘୋଷଣା କରିଛନ୍ତି । ଏହି ନିୟମକୁ ଉଲଂଘନ କରି ବିନା କାରଣରେ ଅନେକ ଲୋକ ବାହାରେ ବୁଲୁଥିବାରୁ ପୋଲିସ ସେମାନଙ୍କୁ ଅଟକାଇ ବୁଝାସୁଝା କରି ଘରକୁ ପଠାଇ…