ପିଆଜ ଉପରେ କଳାର ଆବରଣ ଦେଖାଯାଉଥିଲେ, ଏହାକୁ ଭୁଲରେ ମଧ୍ୟ ଖାନ୍ତୁ ନାହିଁ, ନହେଲେ ହୋଇପାରେ ଏଭଳି ସମସ୍ୟା
ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ବାଦିଷ୍ଟ ଲାଗେ ନାହିଁ । ଆମ ଭାରତୀୟ ମାନଙ୍କ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରାଯାଏ । ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ତେବେ ଆମେ ସମସ୍ତେ ଜାଣନ୍ତି ଯେ ପିଆଜର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ମଣିଷର ହଜମ ପ୍ରକ୍ରିୟା ଓ ହୃଦୟ…