ଦୀପାବଳିରେ ଭୁଲରେ କରନ୍ତୁ ନାହିଁ ଏଭଳି କାମ, ନହେଲେ ଘରେ ପ୍ରବେଶ କରିବ ନକାରାତ୍ମକ ପ୍ରଭାବ
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଜିନିଷପତ୍ର ସଠିକ ସ୍ଥାନରେ ରହିବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ତେଣୁ ଘରେ କେବେବି ଭାଙ୍ଗି ଯାଇଥିବା ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆପଣଙ୍କ ବ୍ୟବହାରିକ ଜିନିଷ ମଧ୍ୟରେ ଯେଉଁ ଜିନିଷ ଆପଣଙ୍କର ଉପଯୋଗୀ…