Browsing Tag

Diwali

ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳୀପୂଜା ଓ ଦୀପାବଳି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି କାମନା କରିଛନ୍ତି ନବୀନ । ଏଥିସହ ସାବଧାନତା ଓ ସତର୍କତା ବଜାୟରଖି ଉତ୍ସବ ପାଳନ କରିବାକୁ…

ଦିପାବଳୀର ରହସ୍ୟ; ଏହିଦିନ ମା’ ଲକ୍ଷ୍ମୀଙ୍କୁ ନୁହେଁ ମା’ କାଳୀଙ୍କୁ କରାଯାଏ ପୂଜା

ଭାରତର ଅଧିକାଂଶ ରାଜ୍ୟରେ ଦିପାବଳୀ ଅମାବାସ୍ୟା ଦିନ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ମାତ୍ର ପଶ୍ଚିମବଙ୍ଗଳ ଓଡ଼ିଶା ଏବଂ ଆସାମରେ ଏହି ଅବସରରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ପୂଜା ମଧ୍ୟରାତ୍ରୀରେ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଦଶହରାର ୬ଦିନ ପରେ ମା’…

ଧନତେରସରେ ନିଜ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହି ଜିନିଷ, ଚମକିବ ଭାଗ୍ୟ, ହେବ ଧନର ବର୍ଷା

ବନ୍ଧୁଗଣ, ଦୀପାବଳୀ ଦିନ ଘରକୁ ଖୁସି ଏବଂ ସମ୍ପତ୍ତି ଆଣିବା ପାଇଁ ଆମ୍ଭେ ମାତା ଲକ୍ଷ୍ମୀ, ପ୍ରଭୁ ଗଣେଶ ଏବଂ ଭଗବାନ କୁବେର ଙ୍କ ପୂଜାର୍ଚ୍ଚନା କରିଥାଉ । ଦୀପାବଳୀ ର ୨ ଦିନ ପୂର୍ବ ରୁ ଧନତେରସ ପଡେ । ଏହିଦିନ ଠାରୁ ଦୀପାବଳୀ ଆରମ୍ଭ ହୋଇଥାଏ । ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନନ୍ତରୀ ନିଜ…

ଦିପାବଳୀ ଦିନ ଯଦି ଏହି ଜନ୍ତୁ ଦେଖୁଛନ୍ତି ତ ବୁଝିଯାଆନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଯାଇଛନ୍ତି

ବନ୍ଧୁଗଣ ଘରେ କିମ୍ବା ଘରର ଆଖପାଖରେ ଜୀବ ଜନ୍ତୁଙ୍କୁ ଦେଖିବା ଆମ ପାଇଁ ଗୋଟେ ସାଧାରଣ କଥା ହୋଇଥାଏ। ଯଦି ଅନ୍ୟ ପକ୍ଷରେ ଦେଖିବା ବିଲେଇ ପେଚା ଝିଟିପିଟିକୁ ଦେଖିବା ତ ଏକ ପ୍ରକାରର ଅଶୁଭ ବୋଲି ମାନାଯାଏ। ଦେଖିବା ମାତ୍ରେ ହିଁ ସେମାନଙ୍କୁ ଘଉଡ଼ାଇ ଦିଅନ୍ତି। କିନ୍ତୁ ସବୁ ଶାସ୍ତ୍ରରେ ଦୀପାବଳି…

ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ

ଦୀପାବଳି ପର୍ବ ଲଗାତାର ୫ ଦିନ ଯାଏଁ ପାଳନ କରାଯାଇଥାଏ। ଦୀପାବଳି ପାଇଁ ବହୁତ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ। ମା’ ସ୍ୱାଗତ ପାଇଁ ଲୋକେ ଘର ସଫାସୁତୁରା କରିଥାନ୍ତି। ଦୀପାବଳିକୁ ନେଇ ଶକୁନ ଶାସ୍ତ୍ରରେ ମଧ୍ୟ…

କାହିଁକି କାର୍ତ୍ତିକ ମାସରେ ଉଠିଥାଏ ଆକାଶ ଦୀପ

କାର୍ତ୍ତିକ ମାସରେ ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ଚାଲି ଆସିଛି । କୁହାଯାଏ କାର୍ତ୍ତିକ ମାସ ପରି ମାସ ନାହିଁ କି’ ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ,…

ଖୋଲିବ ବାଣ ଦୋକାନ – ଡିସିପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ କରୋନା କଟକଣା ପାଇଁ ଫିକା ପଡିଛି ପର୍ବପର୍ବାଣୀ। କଟକଣା ମଧ୍ୟରେ ପାଳନ ହୋଇଛି ପାଳନ ହୋଇଛି ପୂଜା। ନିଟକରେ ନିରଡାମ୍ବରରେ ପାଳନ ହୋଇଛି ଦୁର୍ଗାପୂଜା। ଆଗକୁ ଦୀପାବଳି ଆସୁଥିବାବେଳେ କୋଭିଡ କଟକଣା ଭିତରେ ଏହାମଧ୍ୟ ପାଳନ ହେବ। ହେଲେ ଆଲୋକର ପର୍ବ ଦୀପାବଳି…