Browsing Tag

distance starts in married life

ଏହି କାରଣରୁ ଦାମ୍ପତ୍ୟ ଜୀବନରେ ଆରମ୍ଭ ହୁଏ ଦୂରତା

ଦାମ୍ପତ୍ୟ ଜୀବନରେ ବେଳେ ବେଳେ ଦେଖାଯାଏ ଯେ, ସ୍ବାମୀ ସ୍ତ୍ରୀ ଦୁହେଁ ଏକାଠି ରହିଥାନ୍ତି, ହେଲେ ଉଭୟଙ୍କ ମଧ୍ୟରେ ଦୂରତା ରହିଥାଏ । ଦୁଇ ଜଣ ଏକାଠି ରହୁଥିଲେ ମଧ୍ୟ ଏକୁଟିଆ ଅନୁଭବ କରିବା ଆରମ୍ଭ କରନ୍ତି । ଏହା ସାଧାରଣତଃ ମଧ୍ୟମ ବୟସରେ ହୋଇଥାଏ । ଏକୁଟିଆ ଅନୁଭବ କରିବା ସେମାନଙ୍କର ଭାବପ୍ରବଣ…