Browsing Tag

disease

କରୋନା ପୁଣି ମୁଣ୍ଡ ଟେକିଲାଣି

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେଶରେ ବଢ଼ୁଛି ଦୈନିକ କରୋନା ସଂକ୍ରମଣ । ଗତ ଦୁଇ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୭ହଜାର ପାର୍‌ କରୁଛି । ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ…

ସ୍ୱାଇନ ଫ୍ଲୁ ଆତଙ୍କ, ଭୁବନେଶ୍ୱରରୁ ଦୁଇ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : କରୋନା, ଟମାଟୋ ଫ୍ଲୁ ଡର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଏବେ ପୁଣିଥରେ ରାଜ୍ୟରେ ଚିହ୍ନଟ ହଇଛନ୍ତି ସ୍ୱାଇନ ଫ୍ଲୁ ରୋଗୀ । ଏବେ ରାଜଧାନୀ ଭୁବନେଶ୍ୱରେ ସ୍ୱାଇନ ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ…

ବିଶ୍ୱର ୨୧ଟି ଦେଶରେ ବ୍ୟାପିସାରିଲାଣି ମଙ୍କିପକ୍ସ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କରୋନାର ଭୟ ସରିନଥିବା ବେଳେ ଏବେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ଏହା ବିଶ୍ୱର ୨୧ଟି ଦେଶରେ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା ୨୨୬ ଜଣ ସଂକ୍ରମିତ ହୋଇସାରିଲେଣି । ଆଫ୍ରିକା, ୟୁରୋପ ଏବଂ ଆମେରିକା ପରେ ଏବେ ଆର୍ଜେଣ୍ଟିନାରେ ସଂକ୍ରମିତ ଚିହ୍ନଟ…

ଟମାଟୋ ଫ୍ଲୁକୁ ନେଇ ଆତଙ୍କିତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ଟମାଟୋ ଫ୍ଲୁକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏଥିପ୍ରତି ଅଧିକ ଭୟ କରିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ହାତ, ପାଦ ଓ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ…

ସମ୍ ହସ୍ପିଟାଲ୍ରେ ଅନ୍ତର୍ଜାତୀୟ ଉଚ୍ଚ ରକ୍ତଚାପ ଦିବସ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଭେଷଜ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଅନ୍ତର୍ଜାତୀୟ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ…

ଚିନ୍ତା ବଢାଉଛି ଟମାଟୋ ଫ୍ଲୁ’

ନୂଆଦିଲ୍ଲୀ : କରୋନା ଭୁତାଣୁ ପରେ ଏବେ ଚିନ୍ତା ବଢାଉଛି ଟମାଟୋ ଫ୍ଲୁ । ଆପଣମାନେ ଭାବୁଥିବେ ଟମାଟୋ ଖାଇବା ଦ୍ୱାରା ଏହି ରୋଗ ବ୍ୟାପୁଛି ହେଲେ ଏହା ସମ୍ପୁର୍ଣ୍ଣ ଭାବେ ଭୁଲ ଅଟେ । କାରଣ ଏହି ରୋଗରେ ଛୋଟ ପିଲାଙ୍କ ଦେହରେ ନାଲି ହୋଇ ଠିକ୍ ଟମାଟୋ ପରି ଫୁଲି ଯାଉଛି ଯାହାଫଳରେ ଏହାକୁ ଟମାଟୋ…