ବିଜୟଙ୍କୁ ଛାଡି ଆସନ୍ତା କାଲି ବିଜେଡିରେ ଯୋଗଦେବେ ଦିଲ୍ଲୀପ !
ଓଡିଶା ଫାଷ୍ଟ(ବ୍ୟୁରୋ): ସୋମବାର ବିଜେଡିରେ ଯୋଗଦେବେ ଦିଲ୍ଲୀପ ରାୟ । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଦିଲ୍ଲୀପ ନବୀନ ନିବାସକୁ ଆସିଥିଲେ । ସେଠାରେ କିଛି ସମୟ ନବୀନଙ୍କ ସହ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଯାହାକି ଦିଲ୍ଲୀପ ଙ୍କୁ ନେଇ ଅନେକ ଦିନରୁ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ…