Browsing Tag

diesel rate hike

ମହଙ୍ଗା ମାଡ : ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଡିଜେଲ୍ ଉପରେ ମହଙ୍ଗା ମାଡ । ବଲ୍‌କ କଷ୍ଟମର୍ସଙ୍କ ପାଇଁ ଅଏଲ୍‌ ମାର୍କେଟିଂ କମ୍ପାନି ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦଳ ବୃଦ୍ଧି ପରେ ବଢିଛି ଡିଜେଲ୍ ଦର । ବିପୁଳ ପରିମାଣରେ ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କରୁଥିବା…