ଜାଣିଛନ୍ତି କି ଗୋଡ ତଳେ ତକିଆ ଦେଇ ଶୋଇଲେ ମିଳିଥାଏ ଏହିସବୁ ଫାଇଦା
ତକିଆକୁ ଆମେ ଶୋଇବା ବେଳେ ମୁଣ୍ଡ ତଳେ ଦେଇ ଶୋଇଥାଉ। ପତଳା ତକିଆ ମୁଣ୍ଡ ତଳେ ଶୋଇବା ଦ୍ୱାରା ଆରାମ ଲାଗିଥାଏ। ତକିଆକୁ ମଧ୍ୟ କିଛି ଲୋକ ଗୋଡ ତଳେ ଦେଇ ଶୁଅନ୍ତି। ଗୋଡ ବିନ୍ଧା କିମ୍ବା ଦରଜ ଥିଲେ ଅନେକ ଲୋକ ଗୋଡ ତଳେ ତକିଆ ଦେଇ ଶୋଇଥାନ୍ତି। ଗର୍ଭବତୀ ମହିଳା ନିଜ ଗୋଡ ତଳେ ତକିଆ ଦେଇ…