ଅଲମ୍ପିକ୍ସରେ ଦୂତିଙ୍କ ସଫଳତା କାମନା କରି ଅଖଣ୍ଡ ଦୀପ ଜାଳିଲେ ଦୂତିଙ୍କ ମା
ଓଡ଼ିଶା ଫାଷ୍ଟ (ବ୍ୟୁରୋ) ଯାଜପୁର: ଟୋକିଓ ଅଲମ୍ପିକ୍ସରେ ଆସନ୍ତାକାଲି ଟ୍ରାକକୁ ଓହ୍ଲାଇବେ ଦୌଡରାଣୀ ଦୂତି ଚାନ୍ଦ । ଏନେଇ ଦୂତିଙ୍କ ସଫଳତା କାମନା କରି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ପାଇଁ ସେ ପଦକ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଏହି ଅବସରରେ ଦୌଡରାଣୀ…