ଢେଙ୍କାନାଳ ଲୋକସଭା: ଚର୍ଚ୍ଚାରେ ସତ୍ୟଜିତ ମିଶ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତଥାଗତ ଶତପଥୀଙ୍କ କ୍ଷମତା ରାଜନୀତିରୁ ସନ୍ୟାସ ପରେ, ଢେଙ୍କାନାଳ ଲୋକସଭା ଆସନକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ଏହି ଆସନରୁ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଅଙ୍କକଷା ଚାଲିଛି । ତୃତୀୟ ମହଲାରେ ଆଲୋଚନାକୁ ଆସିଥିବା ୬ ରୁ ୭ ଜଣଙ୍କ ମଧ୍ୟରେ ସତ୍ୟଜିତ…