Browsing Tag

dharmagard

ଗ୍ୟାସ୍ ସିଲିଣ୍ଡର ଫାଟି ମା, ପୁଅ ଓ ଝିଅ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଛି । ଏହି ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଚମ୍ପା ମେହେର (୪୦) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)। ସୂଚନା ଅନୁଯାୟୀ, …

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

ଓଡ଼ିଶା ଫାଷ୍ଟ(ହୃଷିକେଶ ମିଶ୍ର): ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରକୁ ଲୋକାର୍ପିତ କଲେ କେନ୍ଦ୍ର ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ,…