ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ
ଆଜି ସକାଳୁ ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ । କୁଞ୍ଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିିନ୍ନ ହୋଇଛି । ଯାହା ଫଳରେ ଗାଡିଚଳା ଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ଏହି ପାହାଡ ଧସିଥିଲା । ଅନ୍ୟ ପାଶ୍ୱର୍ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଫଳରେ ୮ଟି…