ସବୁବେଳେ ଚିନ୍ତାରେ ରହୁଥିବା ଲୋକ ନିଶ୍ଚୟ ପଢନ୍ତୁ
ବନ୍ଧୁଗଣ, ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧ ଙ୍କୁ ପଚାରିଲା ଯେ ମୋ ଜୀବନରେ ଏତେ ଦୁଖ ସମସ୍ୟା କଣ ପାଇଁ ଅଛି । ମହାତ୍ମା ବୁଦ୍ଧ ତାକୁ ପଚାରିଲେ ଯେ କୁହ ତୁମ ଦୁଖ କଣ ? ବ୍ୟକ୍ତି ଜଣକ କହିଲା ମୁଁ ତୁମ୍ଭକୁ କେତେ ଦୁଖ ସମ୍ବନ୍ଧରେ କହିବି ? ମୋର ସଂପୂର୍ଣ୍ଣ ଜୀବନ ଦୁଖରେ ଭରା । ମୋ ଶରୀର ମଧ୍ୟ…