ଯେଉଁ ମହିଳାଙ୍କର ଦାନ୍ତ ମଝିରେ ଥାଏ ଗ୍ୟାପ, ସେମାନେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା
ବନ୍ଧୁଗଣ କିଛି ମହିଳା ମାନଙ୍କୁ ଆପଣ ମାନେ ଦେଖିଥିବେ ଯେଉଁ ମାନଙ୍କ ଦାନ୍ତ ର ମଝିରେ ଫାଙ୍କ ରହିଥାଏ । ଏଭଳି ମହିଳା ମାନେ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପ୍ରତ୍ୟେକ ଦାନ୍ତ ରେ ଫାଙ୍କ ରହିଥାଏ । ଏଭଳି ମହିଳା ପ୍ରାୟତଃ ଖୋଲିକରି ହସିବା ପାଇଁ ମଧ୍ୟ କୁଣ୍ଠାବୋଧ କରିଥାନ୍ତି । ଯଦିଓ ଏଭଳି ମହିଳା…