Browsing Tag

demand

ଭାଜପାର ତିନି ଦାବି ନେଇ ଏସପି କାର୍ଯ୍ୟାଳୟ ଘେରାଉ

ବ୍ରଜରାଜନଗର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେବଗଡ଼ ଜିଲ୍ଲା ଭାଜପା ତରଫରୁ ଏସପିଙ୍କୁ ଦାବି ପତ୍ର । ତିନି ଦାବି ନେଇ ଏସପି କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଆଜି ଜିଲ୍ଲା ଭାଜପା ଦ୍ଵାରା ଟଙ୍କଧର ତ୍ରିପାଠୀ ନେତୃତ୍ୱ ରେ ଶତାଧିକ କାର୍ଯ୍ୟକର୍ତ୍ତା ତାରିଣୀ ମନ୍ଦିରରୁ ରାଲି ମାଧ୍ୟମରେ…

ବିଧାୟକଙ୍କୁ ଗିରଫ ଦାବିରେ ବିଜେପିର ରାଳି

ଉମରକୋଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହାନ୍ତି । ତେଣୁ ଗିରଫ ଦାବିରେ ବିଜେପିର ବିଶାଳ ରାଲି । ଉମରକୋଟରେ ବିଜେପିର ବିଶାଳ ରାଲି ସହ ବ୍ଲକ ଅଫିସ ଓ ଇଲେକ୍ଟ୍ରି ଅଫିସ ଘେରାଉ ।