ତ୍ବଚା ପାଇଁ ଉପାଦେୟ କଦଳୀ ଚୋପା
ଯଦି ଆପଣ କଦଳୀ ଖାଆନ୍ତି ତେବେ ଆପଣଙ୍କୁ ଜଣା ଥିବ ଏହା ଆମ ସ୍ବାସ୍ଥ୍ୟ ପକ୍ଷେ କେତେ ହିତକାରୀ। କିନ୍ତୁ ଆପଣ ଯେତେବେଳେ କଦଳୀ ଖାଆନ୍ତି ଏହାର ଚୋପାକୁ ବେକାର ଭାବି ଫୋପାଡ଼ି ଦେଇଥାନ୍ତି। ଆପଣ ଜାଣିଛନ୍ତି କି ଆପଣ ଫୋପାଡ଼ି ଦେଉଥିବା କଦଳୀ ଚୋପା ଆମ ପାଇଁ କେତେ ଲାଭଦାୟକ ସାବ୍ୟସ୍ତ…