ଦିଲ୍ଲୀରୁ ଲଣ୍ଡନ ବସ୍ ସେବା, ଜାଣନ୍ତୁ ଭଡା କେତେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଇଚ୍ଛୁକ ବ୍ୟକ୍ତିମାନେ ଏବେ ସଡକ ପଥରେ ଦିଲ୍ଲୀରୁ -ଲଣ୍ଡନ ଯାତ୍ରା କରିପାରିବେ। ଏଥିପାଇଁ ଗୁରୁଗ୍ରାମର ଏକ ଟ୍ରାଭେଲ କମ୍ପାନୀ ବସ ସେବା ଆରମ୍ଭ କରିଛି। ସଡକ ପଥରେ ଲଣ୍ଡନ ଯିବାକୁ ହେଲେ ୨୦ ହଜାର କିଲୋମିଟର ଅତିକ୍ରମ କରିବାକୁ ପଡିବ। ଏହି ବସରେ ଗଲେ ୧୮ଟି ଦେଶ ପାରକରି…