ଏଥର ଫିକା ପଡିବ ଦୀପାବଳି; ରାଜଧାନୀରେ ଫୁଟିବନି ବାଣ
ଏଥର ବିନା ବାଣରେ ରାଜଧାନୀରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବାଣ ବିକ୍ରୟ ତଥା ବ୍ୟବହାର ଉପରେ ଥିବା ପ୍ରତିବନ୍ଧକକୁ ବଳବତ୍ତର ରଖିଛନ୍ତି । ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି ।
ଦିଲ୍ଲୀର…