ପଞ୍ଜାବ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ମାମଲାର ବଡ ଖୁଲାସା; ଅତି ନିକଟରୁ ଗୁଳି ମାରିଥିଲା ୧୯ ବର୍ଷୀୟ ଅଭିଯୁକ୍ତ…
ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ବିଭାଗ ଅଙ୍କିତ ସେରସା ଏବଂ ତାର ସାଥି ସଚିନ ଭିବାନୀଙ୍କୁ ଗିରଫ କରିଛି । ତେବେ ପଚରାଉଚୁରାରୁ ବଡ ଖୁଲାସା ହୋଇଛି । ମୁଜେୱାଲାଙ୍କୁ ୧୯ ବର୍ଷୀୟ ଅଙ୍କିତ ଅତି ନିକଟକରୁ ଗୁଳି ମାରିଥିଲା ବୋଲି…