Browsing Tag

Delhi

ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିଲ୍ଲୀରେ କୋଭିଡ ସଂକ୍ରମଣ ପୁଣି ଥରେ ବଢ଼ିଛି । ବିଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ବଢ଼ିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ବିଗତ ୧୩ ଦିନରେ ୩୪ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ୯ ଦିନ…

ଦିଲ୍ଲୀ‌ରେ ପ୍ରବଳ ବର୍ଷା; ବିମାନ ଉଡ଼ାଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖରାପ ପାଗ ଲାଗି ରହିଥିବାରୁ ବିମାନ ଉଡାଣରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ପାଗକୁ ଦୃଷ୍ଟିରେ ରଖି ବିଳମ୍ବରେ ବିମାନ ଚଳାଚଳ କରିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଆଜି ଚଢ଼ଉ କରି ଲକ୍ଷ୍ମୀନଗର ରମେଶ ପାର୍କ ଅଞ୍ଚଳରୁ ଜଣେ ଆତଙକବାଦୀକୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଠାରୁ ଏକେ-୪୭, ଦୁଇଟି ପିସ୍ତଲ , ୬୦ ରାଉଣ୍ଡ ଗୁଳି ଓ ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଛି। ଡକ୍ୟୁମେଣ୍ଟ ଜାଲିଆତି କରି…

ଦିଲ୍ଲୀ ଗସ୍ତରେ ଆସି ୩କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟଲେ ସୁରେଶ ରାଉତରାୟ, ଉପସ୍ଥାପନ କଲେ ବିଭିନ୍ନ ଦାବି

ନୂଆଦିଲ୍ଲୀ, ୨୩/୦୯: ଶିକ୍ଷା, ରେଳ ଏବଂ ଆଦିବାସୀମାନଙ୍କର ବିଭିନ୍ନ ଦାବି ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆଦିବାସୀ କଲ୍ୟାଣ ରାଜ୍ୟ ମନ୍ତ୍ରୀ ବିଶେଶ୍ୱର୍ ଟୁଡୁଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଥିଲେ । ବିଜେବି କଲେଜକୁ…

ଦିଲ୍ଲୀରେ ଅଂଶୁଘାତ ପରିସ୍ଥିତି; ତାପମାତ୍ରା ୪୩.୧ ଡିଗ୍ରୀରେ ପହଞ୍ଚିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ପ୍ରଥମ ସପ୍ତାହରେ ରାଷ୍ଟ୍ରୀୟ ରାଜଧାନୀରେ ପ୍ରବଳ ଖରା ଅନୁଭୂତ ହେବା ସହିତ ଅଂଶୁଘାତ ପରିସ୍ଥିତି ଦେଖାଯାଉଛି। ସକାଳ ୯ଟା ପରେ ବାହାରକୁ ଯିବା କଷ୍ଟ ହେଉଛି। ଏହି ଅସୁବିଧାର ମୂଳ କାରଣ ହେଉଛି ବିଳମ୍ବରେ ମୌସୁମୀ ବାୟୁର ଆଗମନ। ରାଜଧାନୀବାସୀ ମୌସୁମୀକୁ…

ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ପିଟି ଚାଲିଛି ଜଣେ ନେତା, ଭିଡିଓ ଭାଇରାଲ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଦିଲ୍ଲୀର ଉତ୍ତମ ନଗରରେ ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ନେତା ନିର୍ମମ ଭାବେ ମାଡ ମାରୁଥିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।…

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ, ଖରାପ ଶ୍ରେଣୀରେ ଏକ୍ୟୁଆଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ା ଜଳିବା କାରଣରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ଏକ ଖବର ଏଜେନ୍ସିର ସୂଚନା ଅନୁଯାୟୀ, ବାୟୁ ଚଳାଚଳ ଦିଗ ପରିବର୍ତ୍ତନ ହେଲେ ଆଗକୁ ଏହି ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଦିଲ୍ଲୀ ସହରରେ ରବିବାର…

ଦିଲ୍ଲୀରେ ବର୍ଷା ବିତ୍ପାତ; ଧସିଗଲା ୪ ମହଲା କୋଠା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। କରୋନାକୁ ନେଇ ଦିଲ୍ଲୀବାସୀ ହନ୍ତସନ୍ତ ହେଉଥିଲା ବେଳେ ସେମାନଙ୍କ ଉପରେ ଦାଉ ସାଜିଛି ପ୍ରବଳ ଲଗାଣ ବର୍ଷା। ପ୍ରବଳ ବର୍ଷା ଫଳରେ ଗୁରୁଗାଓଁରେ ଏକ ଚାରି…

ଦିଲ୍ଲୀରେ ୨୪ ଘଣ୍ଟାରେ ୧୦୨୪ କରେନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀରେ ବେକାବୁ ହୋଇଛି କରୋନା ଭାଇରସ। ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ୧୦୨୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ପୂର୍ବରୁ ଗୋଟିଏ ଦିନରେ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ…

କାରଖାନାରେ ନିଆଁ ଲାଗି ୪୫ ମୃତ, ୭୦ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀର ଅନାଜ ମଣ୍ଡି ଅଂଚଳରେ ଗତକାଲି ସକାଳେ ଭୟାବହ ଅଗ୍ନିକାଣ୍ଡରେ ୪୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭୋର୍‌ ୫ଟା ବେଳେ ଏକ ୪ ମହଲା ବିଶିଷ୍ଟ କୋଠାରେ ଅସୁରକ୍ଷିତ ଭାବେ ଚାଲିଥିବା କାରଖାନାରେ ନିଆଁ ଲାଗିଯିବାରୁ…