ଏକକାଳୀନ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ର: ୟୁଜିସି
ନୂଆଦିଲ୍ଲୀ : ଏଣିକି ଜଣେ ଛାତ୍ର ଏକ ସମୟରେ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ । ଏଥିପାଇଁ ୟୁଜିସି ଅନୁମତି ପ୍ରଦାନ କରିବ ବୋଲି ଏହାର ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି । ସେ କହିଛନ୍ତି, ଫିଜିକାଲ୍ ମୋଡ୍ରେ ଜଣେ ଛାତ୍ର ଏକସମୟରେ ଗୋଟିଏ କିମ୍ବା ଭିନ୍ନ ଭିନ୍ନ…