କଂଗ୍ରେସ ନିର୍ବାଚନୀ ଇସ୍ତାହାର,କ୍ଷମତାକୁ ଆସିଲେ ଋଣ ନଶୁଝି ପାରିଲେ ଚାଷୀ ଯିବେନି ଜେଲ, ବର୍ଷକୁ ୭୨ ହଜାରର ଗ୍ୟାରେଂଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ଲୋକସଭା ନିର୍ବାଚନ ଯେତେ ନିକଟତର ହେଉଛି ସମସ୍ତ ରାଜନୈତିକ ଦଳ ସେତେ ଭୋଟର ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ ଚଳାଇଛନ୍ତି । ସବୁଠି ଛୁଟୁଛି ପ୍ରତିଶ୍ରୁତିର ସ୍ୱର । ସେହିପରି ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ସଂକଳ୍ପ ନେଇ କଂଗ୍ରେସ ଆଜି ତା'ର…