କ୍ୟାବିନେଟ ବୈଠକରେ ନିଷ୍ପତ୍ତି; ସିନେମାଟୋଗ୍ରାଫି ବିଲ ୨୦୨୩କୁ ଅନୁମତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଚଳଚ୍ଚିତ୍ରରେ ହେଉଥିବା କପି ବନ୍ଦ କରିବାକୁ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ ୨୦୨୩ ଅଣାଯିବ ବୋଲି କେନ୍ଦ୍ର ମନ୍ତ୍ରୀ…