ସ୍ନାନଯାତ୍ରାରେ ଆଇନଶୃଙ୍ଖଳା ନେଇ ଏଡିଜିଙ୍କ ସମୀକ୍ଷା ବୈଠକ
ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୋଲିସ ପ୍ରଶାସନ ସ୍ନାନଯାତ୍ରାକୁ ନେଇ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ଟାଉନହଲ୍ ଠାରେ ଏଡିଜି ଆଇନ୍ ଶୃଙ୍ଖଳା ଆର୍. କେ ଶର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଏଏସଆଇ ରାଙ୍କ୍ ଠାରୁ ଆରମ୍ଭ କରି ତଦୁର୍ଦ୍ଧ ରାଙ୍କ୍ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ…