ମଲାଲୋକଙ୍କ ଫୋଟ ଘରର ଏହି ସ୍ଥାନରେ ଭୁଲରେ ବି ଲଗାନ୍ତୁ ନାହିଁ
ସମସ୍ତଙ୍କ ଘରେ ପିତୃପୁରୁଷଙ୍କ ଫଟୋ ରହିଥାଏ । ବିଶ୍ୱାସ କରାଯାଏ ଯେ ପିତୃପୁରୁଷଙ୍କ ଫଟୋ ଘରେ ରଖିଲେ ସେମାନଙ୍କ ଆଶୀର୍ବାଦ ପରିବାର ଉପରେ ପଡିଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ପିତୃପୁରୁଷଙ୍କ ଫଟୋ ରଖିବାବେଳେ କିଛି ନିର୍ଦ୍ଧିଷ୍ଟ ଦିଗ ପ୍ରତି ଧ୍ୟାନରେ ଦେବା ଉଚିତ ବୋଲି…