ଅନ୍ଧ ବିଶ୍ୱାସ : ପିଶାଚୀ ଭୟରେ ଗର୍ଭବତୀଙ୍କ ଶବ ସତ୍କାର କଲେନି ପରିବାର ଲୋକେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୋଗ ଭଲ ହେବା ପାଇଁ ଶିଶୁକୁ ଚେଙ୍କ ଦେବା, ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରିବା, ପରିବାରକୁ ଗାଁରୁ ବାସନ୍ଦ କରିବା ଭଳି ଘଟଣା ଖବରକାଗଜର ପୃଷ୍ଠା ମଣ୍ଡନ କରେ । ତେବେ କେତେକ ସ୍ବେଚ୍ଛାସେବୀ ସଂଗଠନ ଓ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ପରେ ପଛୁଆ…