ଔଷଧ ବ୍ୟବସାୟୀଙ୍କ କରନା ଜନିତ ମୃତ୍ୟୁ, ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଔଷଧ ବ୍ୟବସାୟୀ ସୁଧାଂଶୁ ରଂଜନ ମହାନ୍ତି ଙ୍କ କରନା ଜନିତ ମୃତ୍ୟୁ ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ତେଣୁ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା ଦ୍ଵନ୍ଦର ଅନ୍ତ ଘଟିଛି । ପୂର୍ବରୁ ସୁଧାଂଶୁଙ୍କ ମୃତ୍ୟୁ କରୋନା ଜନିତ କି ନୁହେଁ ଜିଲ୍ଲା ପ୍ରଶାସନ…