ମହାନଦୀରେ ଭାସିଗଲେ ୨ ଛାତ୍ର
କଟକ: ମହାନଦୀରେ ଗାଧୋଇବା ହେଲା କାଳ, ବୁଡିଗଲେ ୨ଜଣ ଛାତ୍ର । ଜଗତପୁର ବାଲିସାହି ନିକଟରେ ଆଜି ଏପରି ଦୁଃଖଦ ଘଟଣା ଘଟିଛି । ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସମୟରେ ଅନ୍ୟଜଣେ ନିଖୋଜ ଥିବା ସୂଚନା ମିଳିଛି । ଉଭୟେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ।…