ହରିଣ ଦେହରେ କୋଭିଡ-୧୯ ଭାଇରସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିଣ ଶରୀରରେ ଠାବ ହେଲା କରୋନା ଭାଇରସ । ପୂର୍ବରୁ ଅନେକ ସ୍ଥାନରେ ବାଘ ଓ ସିଂହଙ୍କ ଶରୀରରେ ଭାଇରସ ଠାବ ହୋଇଥିଲା । ଏବେ ହରିଣଠାରେ କୋଭିଡ୍-୧୯ ମିଳିବା ନେଇ ଆମେରିକାର ଗବେଷକମାନେ ସ୍ପଷ୍ଟ କରିଛନ୍ତି ।
ଆମେରିକା କୃଷି ବିଭାଗର ରିପୋର୍ଟ ଅନୁସାରେ, ହରିଣକୁ…