ଫେରି ଆସିଲା ମୃତ ଯୁବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯ ମାସ ତଳେ ଜଣେ ଯୁବକ କୁ ମୃତ ଘୋଷଣା କରିଥିଲା ପୋଲିସ। ତାକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଦୁଇଜଣ ଙ୍କୁ ଗିରଫ ମଧ୍ୟ କରିଥିଲା। ମାତ୍ର ଉକ୍ତ ମୃତ ଯୁବକ ଦୀର୍ଘ ୧୯ ମାସ ପରେ ଘରକୁ ଫେରିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ପାଇକମାଳ ଥାନା ଅନ୍ତର୍ଗତ…