୩ୟ ଦଧୀଚି ପ୍ରତିଭା ସମ୍ମାନ : ସମ୍ବର୍ଦ୍ଧିତ ହେଲେ ୭ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ଓ ନିଆରା ଶିକ୍ଷାନୁଷ୍ଠାନ ଦଧୀଚି ଏଡୁକେସନାଲ୍ ଟ୍ରଷ୍ଟ ଦ୍ୱାରା ଭର୍ଚୁଆଲ୍ ପ୍ଲାଟଫର୍ମରେ ୩ୟ ଦଧୀଚି ପ୍ରତିଭା ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଓଡ଼ିଶାର କୃତୀ ପ୍ରତିଭା ଓ ମାଟ୍ରିକ୍ ଟପ୍ପରଙ୍କୁ ସମ୍ମାନଜନକ ଦଧୀଚି ପ୍ରତିଭା ସମ୍ମାନରେ…