Browsing Tag

D Brothers

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିପୁ ଏବଂ ଓମ ହତ୍ୟା ମାମଲାରେ ଗିରଫ ହୋଇଥିବା ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଆଜି କୋର୍ଟରେ ହାଜର ହୋଇଛନ୍ତି । ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ କଡା ସୁରକ୍ଷା ବଳୟରେ ହାଜର କରାଯାଇଛି। ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଏବଂ ଓମଙ୍କୁ…

ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଡି ବ୍ରଦର୍ସ ହାଜର

କଟକ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ। କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହୋଇଛନ୍ତି ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ। ଦୀପୁ ମଲ୍ଲିକ ଓ ଓମ୍‌ ସ୍ୱାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ ହାଜର କରାଯାଇଥିଲା। ୨୦୧୩ ନଭେମ୍ବର ମାସରେ ଦୀପୁ ଓ ଓମ୍‌ଙ୍କୁ ଅପହରଣ ପରେ…