ବନ ବିଭାଗକୁ ସୁନ୍ଦରୀ ଅଡୁଆ: ନନ୍ଦନକାନନ ସ୍ଥାନାନ୍ତର ପାଇଁ ମନାକଲା ସି.ଜେଡ୍.ଏ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀକୁ ନେଇ ଅଡୁଆରେ ପଡିଛି ବନ ବିଭାଗ । ଅନୁଗୋଳ ସାତକୋଶିଆରେ ବାଘ ଵଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିବା ବେଳେ ସୁନ୍ଦରୀକୁ ଜଙ୍ଗଲରେ ରଖିବାରେ ବିଫଳ ହୋଇଥିଲା ବନ ବିଭାଗ । ଫଳରେ ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର କରିବାକୁ…